previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଚାକିରୀ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଜଣେ ବ୍ୟକ୍ତିକୁ ଅଟକ ରଖିଲା ପୋଲିସ

19/08/2019 at 3:20 PM

କେନ୍ଦ୍ରାପଡା ୧୯|୮: ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିକୁ ଆଜି କେନ୍ଦ୍ରାପଡା କୋର୍ଟ ନିକଟରେ କାବୁ କରିଛନ୍ତି କିଛି ଚାକିରୀ ଆଶାୟୀ । ଟଙ୍କା ଦେଇଥିବା କିଛି ବେକାର ଯୁବକ ଏବଂ ସେମାନଙ୍କ ସମ୍ପର୍କୀୟ କୋର୍ଟରେ ମାମଲା ଲଢିବାକୁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ସୂର୍ଯ୍ୟନାରାୟଣ ତ୍ରିପାଠୀ ନିଜକୁ ଜଣେ ଓକିଲ ବୋଲି ପରିଚୟ ଦେଇ ନିଜ ଝିଅ ଜରିଆରେ ବିଭିନ୍ନ ଲୋକଙ୍କୁ ଚାକିରି କରେଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଯାଇଥିଲା। ପରେ ସେ ଚାକିରୀ ଦେବା ନଁ।ରେ ଠକିଥିବା ଜାଣିପାରି ଠକାମୀର ଶିକାର କିଛି ଯୁବକ ଯୁବତୀ ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ନାମରେ ଏକ ମାମଲା କରିଥିଲେ। ଆଜି କେନ୍ଦ୍ରାପଡା କୋର୍ଟରେ ତାରିଖ ଥିବାରୁ ସମ୍ପୃକ୍ତ ବ୍ୟକ୍ତି ମାମଲା ପରିଚାଳନା କରିବାକୁ ଆସିଥିବା ବେଳେ ଲୋକେ ତାକୁ କାବୁ କରିନେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ କେନ୍ଦ୍ରାପଡା ଟାଉନ୍ ପୋଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖିଛି।

   Related Posts