ମେଳଣ ବେଳେ ଗଣ୍ଡଗୋଳ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି
14/03/2020 at 2:47 PM

ଭଦ୍ରକ ୧୪।୩: ଭଦ୍ରକ ଜିଲ୍ଲା ଧାମନଗର ଗୋବିନ୍ଦପୁର ପଞ୍ଚାୟତ ମଙ୍ଗଳାପଦାରେ ମେଳଣ ବେଳେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ସ୍ଥାନୀୟ ଅଞ୍ଚଳର ମନୋଜ ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଳଣରେ ଟ୍ରାକ୍ଟର ଚଳାଉଥିବାବେଳେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଛି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।
Related Posts
ବିପଦ ସଂକେତ ଉପରେ ବଂଶଧାରା ନଦୀର ଜଳସ୍ତର, ଏକର ଏକର ଚାଷ ଜମି ଜଳମଗ୍ନ
15 August 2022
ତେଲେଙ୍ଗିରି ଡ୍ୟାମ୍ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍
15 August 2022