Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

NGT ନିର୍ଦ୍ଦେଶ ପରେ ଆକ୍ସନ, ପଥରଖଣି ଲିଜ୍‌-ଧାରୀ ସୁଶାନ୍ତ କୁମାର ବରାଡ ଗିରଫ

1/06/2023 at 10:35 AM

ଟାଙ୍ଗୀ ୦୧।୦୬ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ମୟୁରଝାଲିଆ ପଥରଖଣି ଲିଜ୍-ଧାରୀ ସୁଶାନ୍ତ କୁମାର ବରାଡ ଗିରଫ । ବେଆଇନ ମାଙ୍କଡା ପଥରଖଣି ଖନନ ମାମଲାରେ NGTଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ତହସିଲଦାର ଚାନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗ ଆଧାରରେ ଗିରଫ କରିଛି ଚାନ୍ଦପୁର ଥାନା ପୋଲିସ।

ନୟାଗଡ଼ ଜିଲ୍ଲାପାଳ ଏହି ଖଣି ଲିଜ୍-ଧାରୀଙ୍କୁ ଲାଞ୍ଚ ମାଗିଥିବା କୋର୍ଟରେ ମିଛ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ ସୁଶାନ୍ତ କୁମାର ବରାଡ । ଗିରଫ ଭୟରେ ଆତ୍ମଗୋପନ କରିଥିବା ସୁଶାନ୍ତ କୁମାର ବରାଡକୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି ଚାନ୍ଦପୁର ପୋଲିସ । ରାଜସ୍ୱ ପୈଠ ନକରି ଲୁଚିଥିଲା ପଥରଖଣି ମାଫିଆ ସୁଶାନ୍ତ କୁମାର ବରାଡ।

   Related Posts