vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

25/05/2022 at 2:17 PM

ଭୁବନେଶ୍ବର ୨୫।୦୫: ୬ କେଜିର ବଜ୍ରକାପ୍ତା କାତି ଜବତ । ଏହାସହିତ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ନୂଆପଡ଼ା-ପଦ୍ମପୁର ରାସ୍ତା ସାହିପଲା ନିକଟରୁ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ, ନୂଆପଡା-ପଦ୍ମପୁର ରାସ୍ତା ସାହିପଲା ନିକଟରେ ଡିଲ କରିବାକୁ କରିଥିଲେ  ଯୋଜନା । ବିଶେଷ ସୁତ୍ରୁରୁ ଖବର ପାଇ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଏହି ଚଢାଉରେ  ୬ କେଜିର ବଜ୍ରକାପ୍ତା କାତି ଜବତ ସହ ଜଣଙ୍କୁ ବାନ୍ଧିଛି ଏସ୍‌ଟିଏଫ୍‌ । ବଜ୍ରକାପ୍ତା କାତି ଚୋରା ଚାଲାଣ ଅଭିଯୋଗରେ ନୂଆପଡା ସଦର ଥାନା ଅନ୍ତର୍ଗତ ଗୁଜୁରିଭଟ୍ଟର ବିକ୍ରମ ମାଝିକୁ ଗିରଫ କରାଯାଇଛି । ତେବେ ଗତ ୨୦୨୦ ରୁ ବର୍ତ୍ତମାନ ସୁଦ୍ଧା ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଏସ୍‌ଟିଏଫ୍‌ ।

   Related Posts