ବନ୍ଧାହେଲେ ନକଲି ଜିଏସଟି ଅଧିକାରୀ, ଜାତୀୟ ରାଜପଥରେ ଆଦାୟ କରୁଥିଲେ ବଟି
26/12/2022 at 3:09 PM

ଖଲ୍ଲିକୋଟ ୨୬।୧୨ : ବନ୍ଧାହେଲେ ନକଲି ଜିଏସଟି ଅଧିକାରୀ । ନକଲି ଜିଏସଟି ଅଫିସର ସାଜି ଜାତୀୟ ରାଜପଥରେ ବଟି ଆଦାୟ କରୁଥିଲେ । ଟ୍ରକରୁ ବଟି ଆଦାୟ ବେଳେ ପୋଲିସ ହାତରେ ଧରାପଡିଗଲେ ।

ତେବେ ଗଞ୍ଜାମ ଛତ୍ରପୁରରେ ଟ୍ରକ ମାଲିକଙ୍କୁ ଧମକ ଦେଇ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଗୁଟଖା ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଗୁଟୁଖା ଜବତ କରିବା ସହ ୩ ଜଣଙ୍କୁ କାବୁ କରିଛି ଛତ୍ରପୁର ପୋଲିସ । ଜବତ ଗୁଟଖାର ମୂଲ୍ୟ ୨୦ଲକ୍ଷରୁ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ଅଧିକ ଖୋଳତାଡ଼ କରୁଛି ଛତ୍ରପୁର ପୋଲିସ |
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023