Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ବନ୍ଧାହେଲେ ନକଲି ଜିଏସଟି ଅଧିକାରୀ, ଜାତୀୟ ରାଜପଥରେ ଆଦାୟ କରୁଥିଲେ ବଟି

26/12/2022 at 3:09 PM

ଖଲ୍ଲିକୋଟ ୨୬।୧୨ :  ବନ୍ଧାହେଲେ ନକଲି ଜିଏସଟି ଅଧିକାରୀ । ନକଲି ଜିଏସଟି ଅଫିସର ସାଜି ଜାତୀୟ ରାଜପଥରେ ବଟି ଆଦାୟ କରୁଥିଲେ । ଟ୍ରକରୁ ବଟି ଆଦାୟ ବେଳେ ପୋଲିସ ହାତରେ ଧରାପଡିଗଲେ ।

ତେବେ ଗଞ୍ଜାମ ଛତ୍ରପୁରରେ ଟ୍ରକ ମାଲିକଙ୍କୁ ଧମକ ଦେଇ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଗୁଟଖା ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଗୁଟୁଖା ଜବତ କରିବା ସହ ୩ ଜଣଙ୍କୁ କାବୁ କରିଛି ଛତ୍ରପୁର ପୋଲିସ । ଜବତ ଗୁଟଖାର ମୂଲ୍ୟ ୨୦ଲକ୍ଷରୁ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ଅଧିକ ଖୋଳତାଡ଼ କରୁଛି ଛତ୍ରପୁର ପୋଲିସ |

   Related Posts