Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଉତ୍ତମ କୁମାର ମହାନ୍ତି ଗିରଫ, ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ବାନ୍ଧିଲା ଅବକାରୀ ବିଭାଗ

13/03/2023 at 2:56 PM

Brown sugar

ଜଳେଶ୍ୱର ୧୩।୦୩ : ଅବକାରୀ ବିଭାଗକୁ ପୁଣି ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଉଳି ପଞ୍ଚୁଘଣ୍ଟା ଅଞ୍ଚଳରୁ ଜବତ ହୋଇଛି ୨୧୦ ଗ୍ରାମର ବ୍ରାଉନସୁଗର । ଏହାସହିତ ଜଣେ ବ୍ରାଉନ୍‌ସୁଗର ବେପାରୀଙ୍କୁ ଗିରଫ ମଧ୍ୟ କରିଛି ।

ଖବର ଅନୁଯାୟୀ, କିଛି ଦିନ ବ୍ରାଉନ୍‌ସୁଗର ବେପାର ଚାଲିଥିବା ନେଇ ଭୋଗରାଇ ଅବକାରୀ ବିଭାଗ ଓ କଟକ ଅବକାରୀ ସେଟ୍‌ ଲାଇଟ ୟୁନିଟ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ସୋମବାର ଦିନ ପଞ୍ଚଘୁଣ୍ଟା ଅଞ୍ଚଳରେ ଚଢାଉ କରିଥିଲେ ଉଭୟ ଟିମ୍‌ । ଏହି ଚଢାଉରେ ଜଣେ ବ୍ରାଉନ୍‌ସୁଗର ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ରାଉନସୁଗର ବେପାରୀ ଜଣକ ହେଲେ ଦେଉଳି ପଞ୍ଚଘୁଣ୍ଟା ଅଞ୍ଚଳର ଉତ୍ତମ କୁମାର ମହାନ୍ତି ବୋଲି ଜଣାପଡିଛି ।

   Related Posts