Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

STF ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ, କୋଟିଏ ଅଧିକ ଟଙ୍କାର ଧଳାଜହର ଜବତ

8/09/2022 at 11:42 AM

ଭୁବନେଶ୍ବର ୦୮।୦୯ : ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ପ୍ରାୟ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଆନୁମାନିକ ମୂଲ୍ୟ ୧ କୋଟି ୩୫ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାଲେଶ୍ୱର ସହଦେବଖୁଣ୍ଟା ଅରଡ଼ା ବଜାର ମସ୍‌ଜିଦ୍‌ ଗଳିରେ ରହି ଦୀର୍ଘଦିନ ହେବ ବ୍ରାଉନ୍‌ସୁଗାର କାରବାର୍‌ ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଏସ୍‌ଟିଏଫ୍‌ । ଶେଷରେ ଏସ୍‌ଟିଏଫ ବାଲେଶ୍ୱର ପୋଲିସ ସହାୟତାରେ ଚଢାଉ କରିଥିଲା । ଅରଡ଼ାବଜାର ରେଲଓ୍ୱ ଲେବଲ କ୍ରସିଂ ନିକଟରୁ ସେଖ୍‌ ରଫିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଯାହାର ମୂଲ୍ୟ ୧ କୋଟି ୩୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା । ଗିରଫ ରଫିକ୍‌ଙ୍କ ଘର ପଶ୍ଚିମବଙ୍ଗ ପଞ୍ଚକୁଲା ଅଞ୍ଚଳର ବୋଲି ଜଣାପଡିଛି ।  

   Related Posts