ବ୍ରଜପାତରେ ଜଣେ ମୃତ, ଜଳିଗଲା ୪ ବଖରା ଘର
18/06/2019 at 6:46 PM

ମହାକାଳପଡା୧୮|୬: କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଭୋପାଳ ଗ୍ରାମରେ ବ୍ରଜପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ।ମୃତ ଚାଷୀ ହେଲେ ୪୫ ବର୍ଷ ବୟସ୍କ ନିତ୍ୟାନନ୍ଦ ଦାସ । ବିଲରେ ଧାନ ବିହନ ପକାଉଥିବାବଳେ ବ୍ରଜପାତ୍ର ଘଟି ମୃତ୍ୟୁ ଘଟିଥିଲା ।

ସେହିପରି ବ୍ରଜପାତରେ ମହାକାଳପଡା ବ୍ଲକ ବଉଳକଣି ପଂଚାୟତର ଆମ୍ବବେଲାରି ଗ୍ରାମର ମାନୁ ମଣ୍ଡଳଙ୍କ ଜଳିଗଲା ୪ବଖରା ଘର । ତେବେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର ଲୋକ । ଆଜି ମଧ୍ୟାହ୍ନରେ ଖାଉଥିବା ବଳେ ଘଟିଥିଲା ବ୍ରଜପାତ୍ର । ଜୀବନ ବିକଳରେ ଦୁଇ ପିଲାଙ୍କୁ ଧରି ରାସ୍ତା ଉପରକୁ ଆସିଥିଲେ ମାନୁ ମଣ୍ଡଳ ।
Related Posts
ଗାଧୋଇବାକୁ ଯାଇଥିଲେ ପୋଖରୀ, ପାଣିରେ ବୁଡି ଚାଲିଗଲା ଜୀବନ
3 October 2023
ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ : ବାପା ମୃତ, ଝିଅ ସାମାନ୍ୟ ଆହତ
3 October 2023
ସହିପାରିଲେନି ପ୍ରେମିକାର ବିରହ, ବିଷ ପିଇ ଜୀବନ ହାରିଦେଲେ ଯୁବକ
3 October 2023