ଭାରସାମ୍ୟ ହରାଇ ପୋଲରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | June 28, 2019 IST

ସାନଖେମୁଣ୍ଡି ୨୮|୬: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଦୁର୍ଘଟଣା । ପାଟପୁର ଥାନା ଜଗନ୍ନାଥପୁର ଭାଳିଆଝୋଳା ମୁଖ୍ୟ ରାସ୍ତାରେ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଛି ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

{"id":127990}

ମୃତକ ହେଲେ  ଧର୍ମରାୟପୁର ଗାଁର ଅଲେଖ ସ୍ବାଇଁ । ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.