oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ପିଲାଚୋର ସନ୍ଦେହରେ ଯୁବକଙ୍କୁ କାବୁ କଲେ ବସ୍ତିବାସିନ୍ଦା, ଉଦ୍ଧାର କଲା ପୋଲିସ

20/02/2021 at 9:24 AM

ଢେଙ୍କାନାଳ, ୨୦/୦୨: ଢେଙ୍କାନାଳ ସହରର  କଣ୍ଟାନାଳି ସାହିରେ ପିଲା ଚୋର ସନ୍ଦେହରେ ବସ୍ତି ବାସିନ୍ଦା  ଜଣଙ୍କୁ ଅଟକ ରଖିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଏହି ବସ୍ତିର କୁନି ଦେହୁରୀଙ୍କ ଘରେ ପଶି ପିଲା ଖୋଜୁଥିବାବେଳେ ଧରାପଡିଛି ।

ସୂଚନାନୁସାରେ, ବ୍ୟକ୍ତିଜଣଙ୍କ ଶୁକ୍ରବାର ରାତିରେ କୁନୀ ଦେହୁରୀଙ୍କ ଘରେ ପଶି ପିଲା ଖୋଜୁଥିଲେ । ଏହି ସମୟରେ କୁନି ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ । ପାଟି ଶୁଣି ବସ୍ତି ବାସିନ୍ଦା ଏହି ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ କାବୁ କରିଛନ୍ତି । ଏହାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି ।

ଅଟକ ବ୍ୟକ୍ତିଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ମୁତାବକ ତାଙ୍କ ନାଁ ଚିତ ବପଙ୍ଗା ଓ ଘର ରାଉରକେଲା ପାନପୋଷ ଦେଡଙ୍ଗବସା ବୋଲି ଜଣାପଡିଛି । ଶନିବାର ସକାଳେ ଖବର ପାଇ ଟାଉନ ଥାନା ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

   Related Posts