ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର
24/01/2019 at 4:02 PM

ଜି ଉଦୟଗିରି ୨୪/୧ : ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଠାରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହୋଇଛି ଗୁରୁତର । ମୃତ୍ୟୁ ଶ୍ରମିକଙ୍କ ନାମ ସିରିସ ବଳିୟାର ସିଂ ଓ ଗୁରୁତର ଜଣକ ପରିଚୟ ମିଳିନାହିଁ । ଗୁରୁତରଙ୍କୁ ସାରଙ୍ଗଗଡ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଟ୍ରାଘଟଣାଗ୍ରସ୍ତ ଟ୍ରାକ୍ଟରଟି ରାସ୍ତାରୁ ଶହେ ମିଟର ତଳକୁ ଖସିପଡ଼ିଛି ।
Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023
ମନ୍ଦିରରେ ହୁଏ କୁକୁରର ନାମକରଣ, ପୂଜକ ଦିଅନ୍ତି ନାଁ
4 February 2023