AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର

24/01/2019 at 4:02 PM

ଜି ଉଦୟଗିରି ୨୪/୧ : ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଠାରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହୋଇଛି ଗୁରୁତର । ମୃତ୍ୟୁ ଶ୍ରମିକଙ୍କ ନାମ ସିରିସ ବଳିୟାର ସିଂ ଓ ଗୁରୁତର ଜଣକ ପରିଚୟ ମିଳିନାହିଁ । ଗୁରୁତରଙ୍କୁ ସାରଙ୍ଗଗଡ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଟ୍ରାଘଟଣାଗ୍ରସ୍ତ ଟ୍ରାକ୍ଟରଟି ରାସ୍ତାରୁ ଶହେ ମିଟର ତଳକୁ ଖସିପଡ଼ିଛି ।

   Related Posts