WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉସ୍ତାଲି ନଦୀରେ ଭାସୁଛି ମୃତଦେହ, ଛାନ୍‌ଭିନ୍‌ କରୁଛି ପୋଲିସ

26/09/2023 at 10:23 AM

ସୁନ୍ଦରଗଡ଼ ୨୬।୦୯ : ନଦୀରେ ଭାସୁଛି ମୃତଦେହ । ସୁନ୍ଦରଗଡ଼ ଧୁରୁଆଡିହି ଥାନା ଘଣ୍ଟିବୁଡ଼ ନିକଟରେ ଥିବା ଉସ୍ତାଲି ନଦୀରେ କୂଳରେ ଭାସୁଛି ମୃତଦେହ । ମୃତକ ହେଲେ ବାଲିପୋଷ ପିପେଲଧୁଡ଼ା ଗାଁର ଲିଓ ଡୁଙ୍ଗଡୁଙ୍ଗ ବୋଲି ଜଣାପଡିଛି । ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ,  ଉସ୍ତାଲି ନଦୀର ମେଢେଲ ଘାଟ ନିକଟରେ ମଙ୍ଗଳବାର ସକାଳୁ ଏକ ବ୍ୟକ୍ତିଙ୍କ ମୃତଦେହ ଲାଗିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଏହା ହତ୍ୟା ନା ଆତ୍ମବତ୍ୟା , ତାହାର ପୋଲିସ ତଦନ୍ତ କରୁଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

   Related Posts