vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଘରେ ଶୋଇଥିବା ବେଳେ ଭୁଷୁଡିଲା କାନ୍ଥ : ଜଣଙ୍କର ମୃତ୍ୟୁ, ୨ ଜଣ ଗୁରୁତର

8/08/2019 at 7:52 AM

ଆଠମଲ୍ଲିକ ୮|୮: ଅନୁଗୋଳ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅନ୍ତର୍ଗତ ହେଲେଇ ଗ୍ରାମରେ ଭୁଷୁଡିଲା କାନ୍ଥ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ହେଲେଇ ଗ୍ରାମର ମା’ କ୍ଷଲତା ହାତୀ, ଝିଅ ପ୍ରିୟଙ୍କା ହାତୀ ଓ ପୁଅ ସିପୁନ ହାତୀ ଗତକାଲି ନିଜ ଘରେ ଶୋଇଥିବା ସମୟରେ ଏକ ମାଟି କାନ୍ଥ ତାଙ୍କ ଇନ୍ଦିରା ଆବାସ ଘର ଉପରେ ଭୁଷୁଡି ପଡିଥିଲା । ଯାହା ଫଳରେ ସିମେଣ୍ଟ ଇଟା କାନ୍ଥଟି ଏମାନଙ୍କ ଉପରେ ମାଡି ବସିଥିଲା । ଫଳରେ ପୁଅ ସିପୁନ ହାତୀଙ୍କର ମୁତ୍ୟୁ ହୋଇଛି । ମା’ ଏବଂ ଝିଅ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଉଦ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts