ଆନନ୍ଦପୁରରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ଜଣେ ଗୁରୁତର
24/09/2018 at 10:37 AM

କେନ୍ଦୁଝର ୨୪|୯: ଟାୟାର ଫାଟି ଯିବାରୁ ବୋଲେରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ରାମଚନ୍ଦ୍ରପୁର ଥାନା ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରେ ଡ୍ରାଇଭର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଗାଡିରେ ଚୋରା କାଠ ଯାଉଥିବା ଜଣାପଡିଛି ।
Related Posts
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023
ସବ୍ଜେଲରୁ କଏଦୀ ଫେରାର, ପାଚେରୀ ଡେଇଁ ଚମ୍ପଟ ମାରିଲେ ସତ୍ୟଜିତ୍
6 February 2023
ବିଲୁପ୍ତପ୍ରାଣୀ ସାଳିଆପତନୀ ଉଦ୍ଧାର, ଉଦ୍ଧାର ପରେ ଚିକିତ୍ସା କରିବ ବନବିଭାଗ
6 February 2023