ସୁନାବେଡା ହାଲ୍‌ରେ ଭୟଙ୍କର ବିସ୍ଫୋରଣ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 08, 2019 IST

ଜୟପୁର ୮|୮: ସୁନାବେଡାଠାରେ ଥିବା ହାଲ୍ (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ) ରେ ଭୟଙ୍କର ବିସ୍ଫୋରଣ ହୋଇଛି । ସୁଖୋଇ ୩୦ ବିଭାଗରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହାଲ୍ ମେଡିକାଲରେ ଭର୍ତ୍ତି କରାଯାଇଛି । କମ୍ପ୍ରେସର ଫାଟିଯିବା ଯୋଗୁଁ ବିସ୍ଫୋରଣ ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.