scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନଦୀରେ ଭାସୁଛି ଅଜଣା ମୃତଦେହ, ପୋଲିସର ଖୋଳତାଡ଼ ଜାରି

17/08/2023 at 9:12 AM

ପଦ୍ମପୁର ୧୭।୦୮ : ନଦୀରେ ଭାସୁଛି ଅଜଣା ମୃତଦେହ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅମଠି ନଦୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଲିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଲୋକମାନେ ଶୌଚପାଇଁ ନଦୀକୁ ଯାଇଥିଲେ । ଏହି ସମୟରେ  ମୃତଦେହଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ  ଝାରବନ୍ଧ ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଝାରବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହଟି ନଗ୍ନ ଅବସ୍ଥାରେ ଭାସୁଛି । ଏହା ଜଣେ ପୁରୁଷର ବୋଲି ଅନୁମାନ କରାଯାଉଛି ।

   Related Posts