ମାଛ ମୁହଁରେ ଧଳାଜହର, ଜଣେ ଗିରଫ
8/05/2020 at 11:57 AM

ଜଳେଶ୍ବର ୮।୫: ଜଳେଶ୍ବରରୁ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାଶ । ୩ ପୁଡିଆ ଜବତ ସହ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩ ଲକ୍ଷ ହେବ ବୋଲି ଜଣାପଡିଛି । ଜଳେଶ୍ବରରୁ ମାଛ ମୁହଁରେ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଲକ୍ଷଣନାଥ ସୀମାନ୍ତରେ ଯୁବଙ୍କୁ ଧରିଛନ୍ତି ଜଳେଶ୍ବର ଏସଡିପିଓ । ଯୁବକ ଜଣଙ୍କ ଘର ପଶ୍ଚିମବଙ୍ଗର ଦାନ୍ତନ ଅଞ୍ଚଳର ବୋଲି ଜଣାପଡିଛି।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023