ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

କୋଟି କୋଟି ଟଙ୍କା ଠକେଇ ଅଭିଯୋଗ : ଅଭିଯୁକ୍ତ ଓମ୍ ପ୍ରକାଶକୁ ଭୋପାଳରୁ ଗିରଫ କଲା ପୋଲିସ

2/10/2021 at 3:36 PM

ଭୁବନେଶ୍ବର ୨।୧୦: କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓମ୍ ପ୍ରକାଶ ଭରାବତ ଗିରଫ ହୋଇଛନ୍ତି । ଓମ୍ ପ୍ରକାଶକୁ ଭୋପାଳରୁ ଗିରଫ କଲା କମିଶନରେଟ୍ ପୋଲିସ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ଅଫିସ୍ ଖୋଲି ଲୋକଙ୍କୁ ଲୁଟୁଥିଲେ ଓମ୍ ପ୍ରକାଶ । ଲକ୍ଷେ ଟଙ୍କା ବିନିଯୋଗ କଲେ ୨୫ ପ୍ରତିଶତ ସୁଧ ଦେବାର ପ୍ରଲୋଭନ ଦେଖାଉଥିଲେ ଅଭିଯୁକ୍ତ । ଲୋକଙ୍କଠାରୁ ମୋଟ୍ ୨ କୋଟି ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

   Related Posts