ସେକ୍ସ ରାକେଟ୍‌ରେ ଧରା ପଡିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବତନ ଡିଏସ୍‌ପିଙ୍କୁ ହେବ ଜେରା

କଳାହାଣ୍ଡି ୪।୯: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗର ପଡ଼ାରେ ଜଣେ ପୂର୍ବତନ ଡିଏସ୍‌ପିଙ୍କ ଘରେ ରବିବାର ଏକ ସେକ୍ସ ରାକେଟ ଠାବ ହୋଇଥିଲା । ଖବର ପାଇ ସଦର ଏସଡିପିଓ ସୁନାରାମ ହେମ୍ବ୍ରମ୍ ଏକ ଟିମ୍ ଗଠନ କରି ପୂର୍ବତନ ଡିଏସ୍‌ପିଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ସେଠାରୁ ଜଣେ ଦଲାଲ ବିବେକ ବିଶୋଇ ଏବଂ ଜଣେ ଗ୍ରାହକ ଚନ୍ଦନ ମେହେରକୁ ଆଣି … Continue reading ସେକ୍ସ ରାକେଟ୍‌ରେ ଧରା ପଡିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବତନ ଡିଏସ୍‌ପିଙ୍କୁ ହେବ ଜେରା