ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଜବତ ହେଲା ଧଳା ଜହର, ଜଣେ ଗିରଫ

25/12/2019 at 3:20 PM

ଭୁବନେଶ୍ବର ୨୫।୧୨: ଜଟଣୀ ଅଞ୍ଚଳରୁ ପୁଣି ଜବତ ହେଲା ଧଳା ଜହର । ୪୦ ଗ୍ରାମ୍ ବ୍ରାଉନସୁଗାର ସହ ନଗଦ ୧ ଲକ୍ଷ ୧୦ ହଜାର ଜବତ କରିଛି ପୋଲିସ । ଏହାସହ ଗୋଟିଏ କାର୍ ଜବତ କରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ରମ୍ଭାର ବଳରାମ ସାହୁ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା । ବାଲେଶ୍ବରରୁ ବ୍ରାଉନସୁଗାର ଆଣି ବିଭିନ୍ନ ସ୍ଥାନରେ ଯୋଗାଉ ଥିଲା ବଳରାମ ।

   Related Posts