ଆଜିର ଦିନରେ ଇତିହାସ ରଚିଥିଲେ ଧୋନି, ୧୪୫ ବଲ୍‌ରେ ଖେଳିଥିଲେ ୧୮୩ ରନ୍‌ର ବିଶାଳ ପାରି…

ମୁମ୍ବାଇ ୩୧।୧୦ : ୧୨ ବର୍ଷ ତଳେ ଇତିହାସ ରଚିଥିଲେ ମାହି । ୨୦୦୫ ଆଜିର ଦିନରେ ଦିନିକିଆ କ୍ରିକେଟ୍‌ରେ ଖେଳିଥିଲେ ବିସ୍ଫୋରକ ଇନିଂସ । ଆଉ ବୋଲରଙ୍କୁ କରିଥିଲେ ଧରାଶାୟୀ । ମାତ୍ର ୧୪୫ ବଲ୍‌ରେ କରିଥିଲେ ଦିନିକିଆ କ୍ୟାରିୟର ସର୍ବଶ୍ରେଷ୍ଠ ସ୍କୋର । ୧୫ଟି ଚୌକା ଏବଂ ୧୦ ଛକ୍କାର ସହାୟତାରେ କରିଥିଲେ ୧୮୩ ରନ୍‌ ।  ବର୍ଷ ୨୦୦୫ । ସ୍ଥାନ ଥିଲା ରାଜସ୍ଥାନ ଜୟପୁରର ସଓ୍ୱାଇ ମାନ୍‌ ସିଂହ ଷ୍ଟାଡିୟମ୍‌ । … Continue reading ଆଜିର ଦିନରେ ଇତିହାସ ରଚିଥିଲେ ଧୋନି, ୧୪୫ ବଲ୍‌ରେ ଖେଳିଥିଲେ ୧୮୩ ରନ୍‌ର ବିଶାଳ ପାରି…