୪ ଦିନ ପରେ ବି ମିଳୁନି ଓମ୍‌ଙ୍କ ପତ୍ତା, ସର୍ଚ୍ଚ ଅପରେସନରେ ‘ରୋବଟ’ ନିୟୋଜିତ

Published By : Prameya-News7 Bureau | July 11, 2024 IST

ଖୋର୍ଦ୍ଧା ୧୧।୦୭ : ତାପଙ୍ଗ ଖଣିରେ ଯୁବକ ବୁଡି ନିଖୋଜ ଘଟଣା । ୪ ଦିନ ପରେ ବି ମିଳୁନି ନିଖୋଜ ଓମ୍‌ଙ୍କ ପତ୍ତା । ଏବେବି ଓମ୍‌ଙ୍କୁ ଖୋଜିବା କାମରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ । ଏହାସହିତ ଓମ୍‌ଙ୍କୁ ଖୋଜିବା ପାଇଁ ରୋବଟର ବ୍ୟବହାର କରାଯାଇଛି । ପାଣିରେ ବୁଡି ରୋବଟ କରୁଛି ସର୍ଚ୍ଚ ଅପରେସନ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.