oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଓମିକ୍ରନ ବିପଦ : ରାଜଧାନୀରେ ୟେଲୋ ଆଲର୍ଟ ? ପୁଣି ପଡିପାରେ ତାଲା, ଉଚ୍ଚସ୍ତରୀୟ ବୈଠକ ଡାକିଲେ କେଜ୍ରିୱାଲ

28/12/2021 at 11:29 AM

ନୂଆଦିଲ୍ଲୀ୨୮/୧୨: ରାଜଧାନୀରେ ଓମିକ୍ରନ୍‌ ମାମଲାରେ ବୃଦ୍ଧି ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ । ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ବୈଠକର ମୂଳ ବିଷୟବସ୍ତୁ ହୋଇପାରେ । ଛଅ ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ସର୍ବାଧିକ ରହିଥିବା ବେଳେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଅଧୀନରେ ପ୍ରତିବନ୍ଧକ ସହିତ ୟେ‌‌ଲୋ ଆଲର୍ଟ ଜାରି ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି । ରାଜଧାନୀ ଦିଲ୍ଲୀରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୋଭିଡ୍‌ ପଜିଟିଭିଟି ହାର ୦.୫% ରହିଛି ।

GRAP ଅନୁଯାୟୀ ଏଭଳି ପରିସ୍ଥିତିରେ ୟେଲୋ ଆଲର୍ଟ ଲାଗୁ ହେବାର ସମ୍ଭାବନା ରହିଛି । ସେହିଭଳି ଦିଲ୍ଲୀର ସ୍କୁଲ କଲେଜ, ଜିମ୍ ସ୍ପା ପୁଣିଥରେ ବନ୍ଦ ହୋଇପାରେ ଜଣାପଡିଛି । ଓମିକ୍ରନ ତଥା କରୋନା କେସ୍ ବଢୁଥିବାରୁ ସରକାର ନେଇପାରନ୍ତି ନିଷ୍ପତ୍ତି ।

   Related Posts