Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଦ୍ଧାର ହେଲେ ବୃଦ୍ଧା, ପାଣି କାଢୁ କାଢୁ ଖସିପଡିଥିଲେ କୂଅରେ

8/04/2023 at 1:49 PM

ପାଟଣା ୦୮/୦୪: ଶେଷରେ ଉଦ୍ଧାର ହେଲେ ବୃଦ୍ଧା । ଅନେକ ସମୟରେ କସରତ ପରେ ୪୫ ଫୁଟ କୂଅରୁ ବୃଦ୍ଧା ଜମହ୍କୁ ଉଦ୍ଧାର କରାଯାଇଛି । ବୃଦ୍ଧାଙ୍କଉ ଉଦ୍ଧାର ପରେ ପାଟମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ସୂଚନା ଥାଉକି, କୁଅରୁ ପାଣି ଉଠାଉ ଥିବା ବେଳେ ୪୫ ଫୁଟ କୁଅ ଭିତରେ ଖସିପଡିଥିଲେ ବୃଦ୍ଧା । ବୃଦ୍ଧା ଜଣଙ୍କ ହେଉଛନ୍ତି ପାଟଣା ସୋରାସକେଲା ଗାଁର ରେବତୀ ପାତ୍ର । କୂଅରେ ଖସିପଡିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

   Related Posts