oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ, ଉଦ୍ଧାର କଲା ପୋଲିସ

17/02/2021 at 1:24 PM

ଅନୁଗୋଳ ୧୭।୨: ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ । ହଣ୍ଡପା ଥାନା ବଡ ଦାଙ୍ଗିଆଣି ଗ୍ରାମର ୬୫ ବର୍ଷ ବୟସ୍କ ଶଙ୍କର୍ଷଣ ବେହେରା ଆତ୍ମାହୁତି ଉଦ୍ୟମ କରିବା ବେଳେ ଉଦ୍ଧାର କଲା ପୋଲିସ । ଶଙ୍କର୍ଷଣ ପୂର୍ବରୁ ଆତ୍ମାହୁତି ଦେବା ନେଇ ଧମକ ଦେଇଥିଲେ ।

ନିଜ ଜାଗା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ ଯାଇଥିବାରୁ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି । ୭ ମାସ ହେବ ଜିଲ୍ଲାପାଳଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏଭଳି ଉଦ୍ୟମ ପୂର୍ବରୁ ଭଣ୍ଡୁର କରିଛି ଅନୁଗୋଳ ପୋଲିସ । ପରେ ଜିଲ୍ଲାପାଳ ତୁରନ୍ତ ମାମଲାର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts