ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ବେଳେ ବୃଦ୍ଧାଙ୍କ ମୃତ୍ୟୁ

ଘଟଗାଁ ୨୨।୮: କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଜଣେ ୮୦ବର୍ଷ ବୟସ୍କା ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଛି । ମନ୍ଦିର ବେଢାରେ ମା’ ତାରିଣୀଙ୍କ ଦର୍ଶନ କରୁଥିବା ସମୟରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ପଟିଆ ପ୍ରଶାନ୍ତି ବିହାର ଅଞ୍ଚଳର ବରିଷ୍ଠ ନାଗରିକ ତାରିଣୀ ବେହେରାଙ୍କ ତିନି ଝିଅ ପ୍ରମିଳା ବେହେରା, ଲକ୍ଷ୍ମୀପ୍ରିୟା ବେହେରା, ମମତା ବେହେରା ଓ ତିନି ଜ୍ୱାଇଁ, ନାତି, ନାତୁଣୀ ସମସ୍ତେ ସୋମବାର … Continue reading ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ବେଳେ ବୃଦ୍ଧାଙ୍କ ମୃତ୍ୟୁ