ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

Published By : Prameya-News7 Bureau | June 15, 2019 IST

ଆଠଗଡ ୧୫|୬:  କଟକ ଜିଲ୍ଲା ଆଠଗଡ ହରିଡାପସି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କାଳିଆ ବେହେରା । ଆଜି ସକାଳୁ ସେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତା ହାତୀ କାଳିଆଙ୍କ ମୁଣ୍ଡ ଗଣ୍ଡିକୁ ଅଲଗା କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.