କାନ୍ଥ ପଡି ବୃଦ୍ଧଙ୍କ ମୃତ୍ୟୁ, ୨ ଆହତ
29/07/2019 at 1:56 PM

ରାୟଗଡ଼ା ୨୯/୭: ରାୟଗଡ଼ାରେ କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି।ଏହି ଘଟଣାଟି ଘଟିଛି କାଶୀପୁର ବ୍ଲକ୍ ପଣସଗୁଡା ଗାଁରେ। ମୃତକ ହେଲେ ସମ୍ବାରୁ ମାଝି (୬୪ ବର୍ଷ)।

ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁ ମାଟି କାନ୍ଥ ପଡିଯାଇଥିବା ସନ୍ଦେହ କରାଯାଉଛି।
Related Posts
ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି
16 August 2022
ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରାପଡ଼ିଲେ ମୁଖ୍ୟ କିରାଣୀ
16 August 2022