କରଞ୍ଜିଆ୧୫/୧: ହୋଟେଲ ଭିତରକୁ ପଶିଗଲା ରିଲାଏନ୍ସ ତେଲ ଟ୍ୟାଙ୍କର। ଅଳ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ।୪୯ ନମ୍ବର ଜାତୀୟ ରାଜପଥ ପଦ୍ମପୁରଠାରେ ଥିବା କନକ ରେସିଡେନ୍ସିରେ ପଶିଗଲା ତେଲ ଟ୍ୟାଙ୍କର।ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଯଶୀପୁର ପୋଲିସ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...