Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ହୋଟେଲ ଭିତରକୁ ପଶିଗଲା ରିଲାଏନ୍ସ ତେଲ ଟ୍ୟାଙ୍କର

15/01/2021 at 8:38 AM

କରଞ୍ଜିଆ୧୫/୧: ହୋଟେଲ ଭିତରକୁ ପଶିଗଲା ରିଲାଏନ୍ସ ତେଲ ଟ୍ୟାଙ୍କର। ଅଳ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ।୪୯ ନମ୍ବର ଜାତୀୟ ରାଜପଥ ପଦ୍ମପୁରଠାରେ ଥିବା କନକ ରେସିଡେନ୍ସିରେ ପଶିଗଲା ତେଲ ଟ୍ୟାଙ୍କର।ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଯଶୀପୁର ପୋଲିସ।

   Related Posts