Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଆରମ୍ଭ ହେଲା ପ୍ରାକୃତିକ ଗ୍ୟାସ ଏବଂ ଅଏଲ ସନ୍ଧାନ ଖନନ କାମ

15/02/2023 at 3:14 PM

କୋଣାର୍କ ୧୫।୦୨ : ଆଜିଠୁ ଆରମ୍ଭ ହୋଇଛି ଗୋପ କୁସୁପୁର ଠାରେ ପ୍ରାକୃତିକ ଗ୍ୟାସ ଓ ଅଏଲ ସନ୍ଧାନ ଖନନ କାର୍ଯ୍ୟ। ପୂଜାର୍ଚ୍ଚନା ପରେ ଏହି ଶୁଭକାର୍ଯ୍ୟର ଆରମ୍ଭ ହୋଇଛି। ରିଗ ମେସିନ ସାହାଯ୍ୟରେ ଏହି ଖନନ କରାଯିବ। ଖନନ କାମ ପାଇଁ ଅଏଲ ଇଣ୍ଡିଆ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହିତ ଅଏଲ ଇଣ୍ଡିଆ ତରଫରୁ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୫୦ ମିଟର, ଦ୍ବିତୀୟ ପର୍ଯ୍ୟାୟରେ ୯୫୦ ଓ ଶେଷ ପର୍ଯ୍ୟାୟରେ ୯୭୫ ମିଟର ଖନନ କରାଯିବ । ଏପରିକି ୨ ହଜାର ୨୭୫ ମିଟର ବୋରିଙ୍ଗ କଲା ପରେ କେତେ ପରିମାଣର କ୍ରୁଡ଼ ଅଏଲ ରହିଛି ତାହା ଜଣାପଡିବ ବୋଲି ଅନୁମାନ କରିଛି ଅଏଲ ଇଣ୍ଡିଆ କମ୍ପାନୀ। ପର୍ଯ୍ୟାୟ କ୍ରମେ ବିଶୋଧନ କରାଯିବା ପାଇଁ ପାରାଦୀପକୁ ପଠାଯିବା ପାଇଁ ସୂଚନା ରହିଛି l

   Related Posts