Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବଢିଚାଲିଛି ଖରାର ପ୍ରକୋପ : ଗରମରେ ଶସ୍ତା ଏସି କିଣିବା ପାଇଁ ମିଳିଛି ମଉକା ; ମିଳୁଛି ଅଫର, ଜାଣନ୍ତୁ କେଉଁଠି

4/06/2019 at 2:46 PM

ଖରାରେ ପୁରା ରାଜ୍ୟ ଜଳୁଛି । ପ୍ରଚଣ୍ଡ ଖରା ଓ ଗରମରେ ରାଜ୍ୟବାସୀ ଡହଳବିକଳ ହେଉଛନ୍ତି । ଗରମେ ଏତେ ହେଉଛି ଯେ କୁଲର ପଙ୍ଖା ଆଉ କାମ କରୁନି । ଏପଟେ ଏସି କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହେଉନି । କିନ୍ତୁ ଏବେ ଆଉ ଚିନ୍ତା କରିବା ଦରକାର ନାହିଁ । ଏବେ ଏସି ଶସ୍ତାରେ ମିଳୁଛି ।

ଆମାଜନ, ଟାଟା କ୍ଲିକ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ ୱେବସାଇଟ ଅଲଗା ଅଲଗା ବ୍ରାଣ୍ଡର ଏସି ଉପରେ ୪୦ ପ୍ରତିଶତ ରିହାତି ଦେଉଛି । ୩ ଷ୍ଟାର ଇନଭଟର ଏସି, ୧ ଟନ୍ ଵାଲା ମାତ୍ର ୨୫ ହଜାରରେ ମିଳୁଛି ।

ଠିକ ସେହିଭଳି ୧.୫ ୩ ଷ୍ଟାର ଟନ ଏସି ୪୧ ପ୍ରତିଶତ ରିହାତି ଦରରେ ମିଳୁଛି । ରିହାତିରେ ଏସି ୩୦ ହଜାର ୯୦୦ ଟଙ୍କାରେ ମିଳୁଛି । ଅନ୍ୟ ଅଫର ପାଇଁ ଆପଣ https://www.amazon.in/Air-Conditioners/  ସାଇଟକୁ ଯାଇ ଚେକ କରିପାରିବେ । ଅଲଗା ଅଲଗା କ୍ରେଡିଟ କାର୍ଡ ଓ ଡେବିଟ୍ କାର୍ଡରେ କିଣିଲେ ଅତିରିକ୍ତ ଅଫର ମିଳୁଛି । ଏହାଛଡା ଏଏମଆଇ ସୁବିଧା ମଧ୍ୟ ରହିଛି ।

ଟାଟା କ୍ଲିକ ୱେବସାଇଟରେ ଅଲଗା ଲାଗ ବ୍ରାଣ୍ଡର ଏସି କିଣିଲେ ୪୪ ପ୍ରତିଶତ ରିହାତି ମିଳୁଛି । ଟାଟା କ୍ଲିକ ଅଫର https://www.tatacliq.com/search/?searchCategory=all&text=Ac:relevance:category:MSH1230 ସାଇଟକୁ ଯାଇ ଚେକ କରିପାରିବେ ।

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ମାଇକ୍ରୋମ୍ୟାକ୍ସର ୧ ଟନ୍ ଏସି ୩୨ ପ୍ରତିଶତ ରିହାତିରେ ମାତ୍ର ୨୧ ହଜାର ୪୯୯ ଟଙ୍କାରେ ମିଳୁଛି । ଫ୍ଲିପକାର୍ଟ ଅଫର ପାଇଁ https://www.flipkart.com/air-conditioners/ ସାଇଟକୁ ଯାଇ ଚେକ କରିପାରିବେ ।

   Related Posts