ରାତିଟିଏ ପାଇଁ ମିଳିଥିଲା କୋଟିଏ ଟଂକା ଅଫର , ଏହି ହିରୋଇନ କହିଲେ ଏହା କେବଳ ଦେଖିବା ଜିନିଷ

Published By : Prameya-News7 Bureau | March 10, 2019 IST

ସିନେମା ଦୁନିଆ ଗ୍ଲାମର ଦୁନିଆ ।  ଏହି ଦୁନିଆରେ ଗୁଣ ଅପେକ୍ଷା  ରୂପକୁ ବେଶି ଗୁରୁତ୍ଵ ଦିଆହୋଇଥାଏ । ବିଶେଷକରି ହିରୋଇନମାନଙ୍କ ଡ଼ିମାଣ୍ଡ ଏହି ଦୁନିଆରେ ଥିବାରୁ ଅନେକ ଗ୍ଲାମରସ ହିରୋଇନ ଏହି ଦୁନିଆରେ ପାଦ ଦେଇଥାନ୍ତି ।

{"id":92326}

ବଲିଉଡ଼ର ହିରୋଇନଙ୍କୁ ନେଇ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳିଥାଏ । କେହିକେହି ଏଦୁନିଆରେ ଖୁବ୍ ପ୍ରଂଶସା ପାଇଥିବାବେଳେ ଆଉ କେହି ବି ବଦନାମ ମୁଣ୍ଡେଇଥାନ୍ତି । ଏମିତି କିଛି ହୋରଇନ ଅଛନ୍ତି ମିଳିଛି କୋଟି କୋଟି ଟଂକାର ଅଫର କିନ୍ତୁ ଅଫରକୁ ପଛକରି ଆଗେ ଦେଖିଛନ୍ତି କ୍ୟାରିଅର ।

{"id":92327,"width":579,"height":643}

ରାକ୍ଷୀ ଚୌଧୁରୀ ନାମକ ଅଭିନେତ୍ରୀଙ୍କ ଭିଡ଼ିଓ ଇନଷ୍ଟାଗ୍ରାମ ଓ ଟ୍ଵିଇଟରରେ ଭାଇରାଲ ହେବାପରେ ଆସିଥିଲା ଅନେକ ବିବାଦୀୟ କମେଣ୍ଟ । ସେଥିରେ ଅନେକ ରାତିଟିଏ ପାଇଁ କେତେଦାମ୍ ବୋଲି ଉଲ୍ଲେଖ କରିଥିଲେ ।

{"id":92328}

ରାକ୍ଷୀ ଏହି କମେଣ୍ଟରେ ବେଶି ପ୍ରତିକ୍ରୟାଶୀଳ ହୋଇ ନଥିଲେ । ସେ ଲେଖିଥିଲେ ଏହା ଦେଖିବା ଜିନିଷ କେବଳ । ଏହା ତାଙ୍କ ଫିଲ୍ମ ରିଲିଜର ପୂର୍ବରୁ ଟ୍ରେଲର । ଏହା କେବଳ ଚୁମ୍ବକ ପରି ଦର୍ଶକଙ୍କୁ ଆକର୍ଷିତ କରିଥାଏ ।

{"id":92329,"width":577,"height":1025}

ସେ ଚତୁରତାର ସହ ଏହି କଥାର ଉତ୍ତର ଦେଇଥିଲେ । ସେ କହିଥିଲେ ଫିଲ୍ମର ଆକର୍ଷଣ ପାଇଁ ଏହି ଭିଡ଼ିଓ ପୋଷ୍ଟ କରିଥିଲେ । ଏହା ହେଉଛି ଶକ୍ତି, ଦର୍ଶକଙ୍କୁ ଆକର୍ଷିତ କରିବାକୁ । ଏହା କେବଳ ଦେଖିବା ଜିନିଷ ବୋଲି କହିଥିଲେ ।

{"id":92330,"width":575,"height":864}

ତେଲୁଗୁ ସିନେମାର ଏହି ହଟ୍ ହିରୋଇନ ହିନ୍ଦୀ ସିନେମା ହେରାଫେରି-୩ ମାଧ୍ୟମରେ  ବଲିଉଡ଼କୁ ମଧ୍ୟ ଏଣ୍ଟ୍ରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.