ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆଠଗଡରେ ଓଡିଶାର ପ୍ରଥମ ମୁକ୍ତାକାଶ ଆଦର୍ଶ କାରାଗାର ଉଦଘାଟିତ, ରହିବେ ୫୦୦ କଏଦୀ

25/06/2021 at 5:27 PM

ଆଠଗଡ ୨୫।୬: ଆଠଗଡରେ ଓଡିଶାର ପ୍ରଥମ ମୁକ୍ତାକାଶ ଆଦର୍ଶ କାରାଗାର ଉଦଘାଟିତ । ଖୁଣ୍ଟୁଣୀ ରାଣୀବଣିଆଠାରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମୁକ୍ତାକାଶ ଆଦର୍ଶ କାରାଗାରରେ ୫ ଶହ କଏଦୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ରହି ସଜା ଭୋଗୁଥିବା କଏଦୀମାନେ ନିଜର ଆଚାର ବ୍ୟବହାର ସହିତ ଚରିତ୍ର ଗଠନ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି।  ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,  ସାଂସଦ ଭର୍ତ୍ତୃହରି ମହତାବ, ଜେଲ ବିଭାଗର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଏଠାରେ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିବା ବେଳେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

   Related Posts