suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ସରକାର ମାନିଲେ ଦାବି : ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରତ୍ୟାହାର

4/10/2018 at 1:54 PM

ଭୁବନେଶ୍ବର ୪|୧୦:  ସରକାରଙ୍କ ସହ  ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା  ହୋଇଛି । ଆଲୋଚନା ପରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ, କ୍ୟାଡର ପୁନର୍ବିନ୍ୟାସ ପାଇଁ ସଂଘ ଯେଉଁ ଦାବି କରୁଥିଲେ ତାହା ସରକାର ମାନିନେଇଛନ୍ତି । ଏହାଦ୍ବାରା ୭୧ ହଜାର ଶିକ୍ଷକ ପଦୋନ୍ନତି ପାଇପାରିବେ ।ଗ୍ରେଡ ପେ ଦାବିକୁ ପରୋକ୍ଷ ଭାବେ ମାନିଛନ୍ତି ସରକାର ।ଆଲୋଚନା ପରେ ଶିକ୍ଷକ ସଂଘ ପ୍ରତିକ୍ରିୟାରେ କହିଛି ଯେ, ସରକାର  ଦାବି ମାନିଛନ୍ତି ।ତେଣୁ ସଂଘ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ କଲା ।

   Related Posts