ସରକାର ମାନିଲେ ଦାବି : ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରତ୍ୟାହାର
4/10/2018 at 1:54 PM

ଭୁବନେଶ୍ବର ୪|୧୦: ସରକାରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ହୋଇଛି । ଆଲୋଚନା ପରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ, କ୍ୟାଡର ପୁନର୍ବିନ୍ୟାସ ପାଇଁ ସଂଘ ଯେଉଁ ଦାବି କରୁଥିଲେ ତାହା ସରକାର ମାନିନେଇଛନ୍ତି । ଏହାଦ୍ବାରା ୭୧ ହଜାର ଶିକ୍ଷକ ପଦୋନ୍ନତି ପାଇପାରିବେ ।ଗ୍ରେଡ ପେ ଦାବିକୁ ପରୋକ୍ଷ ଭାବେ ମାନିଛନ୍ତି ସରକାର ।ଆଲୋଚନା ପରେ ଶିକ୍ଷକ ସଂଘ ପ୍ରତିକ୍ରିୟାରେ କହିଛି ଯେ, ସରକାର ଦାବି ମାନିଛନ୍ତି ।ତେଣୁ ସଂଘ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ କଲା ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023