ତାଳଚେର ଚାଇଁପାଳ ଠାରେ ଓଡିଶା ପାୱାର ଏମ୍ପ୍ଲୟିଜ ୟୁନିୟନ ପକ୍ଷରୁ ଆନ୍ଦୋଳନ ଆରମ୍ଭ
25/09/2018 at 10:22 AM

ଅନୁଗୁଳ ୨୫/୯:ତାଳଚେର ଚାଇଁପାଳ ଠାରେ ଓଡିଶା ପାୱାର ଏମ୍ପ୍ଲୟିଜ ୟୁନିୟନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ୧୧ଦଫା ଦାବିନେଇ ଅନଗୁଳ ଜିଲ୍ଲାର ସମସ୍ତ ଅସ୍ଥାୟୀ କର୍ମଚାରୀ କାମ ଛାଡ ଆନ୍ଦୋଳନ କରିଛନ୍ତି। ବିଶେଷ କରି ଅସ୍ଥାୟୀ କର୍ମଚାରୀଙ୍କୁ ଠିକାଦାରଙ୍କ ଠାରୁ ମୁକ୍ତ କରାଯାଉ। ଏବଂ ଏମାନଙ୍କୁ ସରକାରଙ୍କ ସର୍ବନିମ୍ନ ମଜୁରୀ,ଭତ୍ତା,ଇପିଏଫ ଏବଂ ଇଏସଆଇ ସୁବିଧା ଦାବି ରହିଛି। ଯଦି କାର୍ଯ୍ୟକାଳ ମଧ୍ୟରେ ଆକସ୍ମିକ ଦୁର୍ଘଟଣା ହୋଇ କୌଣସି ଶ୍ରମିକଙ୍କ ମୃତ୍ୟୁ ହୁଏ ତେବେ ସେମାନଙ୍କର ପରିବାରରୁ ଜଣଙ୍କୁ ଚାକିରୀ ସହ କ୍ଷତିପୂରଣ ଦିଆଯିବା ଦାବି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଚେତାବନୀ ଦେଇଛନ୍ତି।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023