କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

Published By : Prameya-News7 Bureau | March 01, 2024 IST

ଭୁବନେଶ୍ବର ୧।୩: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦଶ୍ୟତା ପଦରୁ ଇସ୍ତଫା ଦେଲେ ପିସିସି ଉପସଭାପତି । ଇସ୍ତଫା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଓ ପରେ ପିସିସି ଉପସଭାପତି ପଦରେ ରହିଥିଲେ ରଜତ ଚୌଧୁରୀ । ଦଳୀୟ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ଯୋଗୁଁ ଦଳ ଛାଡିଥିବା ନେଇ ଚର୍ଚ୍ଚା ।

{"id":915682,"sizeSlug":"large","linkDestination":"none"}

You Can Read :

wp:embed {"url":"https://www.prameyanews7.com/one-died-and-two-critical-after-collision-between-two-bike-in-subarnapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-died-and-two-critical-after-collision-between-two-bike-in-subarnapur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.