ଭୁବନେଶ୍ବର ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୨୧.୩୦% ମତଦାନ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଭୁବନେଶ୍ବରରେ ୨୦.୭୨, କଟକରେ ୨୦.୪୭, ଢ଼େଙ୍କାନାଳରେ ୨୨.୪୧, କେନ୍ଦୁଝରରେ ୨୦.୮୯, ପୁରୀରେ ୨୧.୫୧, ସମ୍ବଲପୁରରେ ୨୧.୮୯ ପ୍ରତିଶତ ଭୋଟିଂ ହୋଇଛି ।
ସେହିଭଳି ଆନନ୍ଦପୁରରେ ୨୨.୧୨, ଅନୁଗୁଳରେ ୧୯.୭୦, ଆଠଗଡ଼ରେ ୨୨, ଆଠମଲ୍ଲିକରେ ୧୮.୬୦, ବାଙ୍କୀରେ ୧୯.୩୦, ବାରବାଟୀ କଟକରେ ୧୯.୫୦, ବଡ଼ମ୍ବାରେ ୨୧, ବେଗୁନିଆରେ ୨୬.୫୦, ଭୁବନେଶ୍ବର ମଧ୍ୟରେ ୧୬.୫୦, ଭୁବନେଶ୍ବର ଉତ୍ତରରେ ୨୧.୭୦, ବ୍ରହ୍ମଗିରିରେ ୨୧, ଚମ୍ପୁଆରେ ୧୮.୭୯, ଛେଣ୍ଡିପଦାରେ ୨୦.୩୦, ଚିଲିକାରେ ୨୮, ଚୌଦ୍ବାର କଟକରେ ୨୧, କଟକ ସଦରରେ ୧୮, ଦେବଗଡ଼ରେ ୨୪, ଢ଼େଙ୍କାନାଳରେ ୨୨.୫୦, ଏକାମ୍ର ଭୁବନେଶ୍ବରରେ ୨୧, ଘଷିପୁରାରେ ୧୭.୮୫, ହିନ୍ଦୋଳରେ ୨୧.୪୩, ଜଟଣୀରେ ୧୬.୨୦, ଜୟଦେବ ଭୁବନେଶ୍ବରରେ ୨୪.୩୦, କାମାକ୍ଷାନଗରରେ ୧୭.୧୬, କରଞ୍ଜିଆରେ ୨୧.୨୪, କେନ୍ଦୁଝରରେ ୨୧.୨୫, ଖଣ୍ଡପଡ଼ାରେ ୨୩, ଖୋର୍ଦ୍ଧାରେ ୧୯.୭୮, କୁଚିଣ୍ଡାରେ ୨୯, ନୟାଗଡ଼ରେ ୧୭.୪୨, ପାଲଲହଡ଼ାରେ ୩୬.୩୪, ପରଜଙ୍ଗରେ ୨୨.୧୧, ପାଟଣାରେ ୨୪.୫୬, ପିପିଲିରେ ୨୨, ପୁରୀରେ ୨୦, ରେଢ଼ାଖୋଲରେ ୨୦.୭୦, ରଣପୁରରେ ୧୮, ରେଙ୍ଗାଲିରେ ୨୧.୩୮, ସମ୍ବଲପୁରରେ ୧୮.୩୦, ସତ୍ୟବାଦୀରେ ୨୩.୭୫, ତାଳଚେରରେ ୨୧, ତେଲକୋଇରେ ୨୦.୭୫ ପ୍ରତିଶତ ହୋଇଛି ।
You Can Read :
ଘରେ କିମ୍ବା ଗାଡିରେ ଫୋନ୍ ରଖି ବୁଥ୍କୁ ଆସନ୍ତୁ, ମତଦାତାଙ୍କୁ ଅପିଲ କଲେ ସିଇଓ