Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

19/06/2019 at 12:32 PM

ଭୁବନେଶ୍ବର ୧୯|୬: ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ । ସଚିବାଳୟରେ ପରୀକ୍ଷା ଫଳ ଘୋଷଣା ହୋଇଛି । ଉଭୟ ଅନଲାଇନ ଓ ଅଫ୍ ଲାଇନରେ ରେଜଲ୍ଟ ପ୍ରକାଶ ପାଇଛି । www.ojee.nic.in ଏବଂ www.odishajee.com ଓ୍ବେବସାଇଟ୍ ରେ ରାଙ୍କ କାର୍ଡ ଉପଲବ୍ଧ । ଏମବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଛନ୍ତି । ଏମସିଏରେ ସ୍ମିତାରାଣୀ ସ୍ମିତାରାଣୀ ଚୌଧୁରୀ, ଏମଟେକ୍ ରେ ପ୍ରଦୀପ ବାରିକ୍, ବି.ଫାର୍ମରେ ସମୀର କୁମାର ପାଢୀ,, ଏମ.ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ,

ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ୍.ଫାର୍ମା , ଇଂଜିନିୟରିଂ ପାଇଁ ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। । ଅଫଲାଇନରେ ୨୫,୭୩୧ ଓ ଅନଲାଇନରେ ୧୩,୯୧୮ଜଣ ପରୀକ୍ଷା ଦେଇଥିଲେ ।

   Related Posts