କଟକ ୨୬/୧୦: ହାଇକୋର୍ଟ ବାର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରୁ ଆଇନଜୀବୀ ବିରତ ରହିବେ ବୋଲି ଆସୋସିଏସନ କହିଛି। ଆସନ୍ତାକାଲି ବା ଗୁରୁବାର ଠାରୁ ଓକିଲମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ। ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖ...