ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଚାଷୀଙ୍କ ପାଇଁ କାଳିଆ ଯୋଜନା ଭରସା ହେବ କି ? : 9pm Discussion on 21st Dec 2018

21/12/2018 at 11:56 PM

ଆଜିର ବିତର୍କ- କାଳିଆ ଭରସା ହେବ କି ?

ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେଲେ ରାଜ୍ୟ ସରକାର । କାଳିଆ ଯୋଜନା ନାଁରେ କୃଷକଙ୍କ ପାଇଁ ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । କିଭଳି ଏବଂ କେଉଁମାନେ କାଳିଆ ଯୋଜନାରେ ଉପକୃତ ହେବେ ତାର ସ୍ପଷ୍ଟ ରୂପରେଖ ବି ପ୍ରସ୍ତୁତ ହୋଇଛି । ଏନେଇ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ମୋହର ବାଜିଛି । ଅନ୍ୟପଟେ ବିରୋଧୀ କହିଛନ୍ତି , ଚାଷୀଙ୍କୁ ଭୁଆଁ ବୁଲାଇ ପାରିବେନି ସରକାର । ଏଭଳି ପ୍ୟାକେଜ୍ ଚାଷୀଙ୍କ ଦୁଃଖ ଲାଘବ କରିପାରିବନି ।

   Related Posts