ରାଜ୍ୟ ସରକାରଙ୍କ ନୂଆ ଯୋଜନା `ମୋ ଘର’, ହିତାଧିକାରୀଙ୍କୁ ମିଳିବ ୪ ପ୍ରକାରର ସୁବିଧା, ଜାଣନ୍ତୁ…

ଭୁବନେଶ୍ୱର ୨୯।୦୫ : ରାଜ୍ୟ ସରକାର ନୂଆ ଯୋଜନା `ମୋ ଘର’ର ଶୁଭାରମ୍ଭ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୋ ଘର ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାର କଠୋର ଚୟନ ମାନଦଣ୍ଡରେ ବାଦ୍ ପଡିଥିବା ପରିବାର ଉପକୃତ ହେବେ। ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ । … Continue reading ରାଜ୍ୟ ସରକାରଙ୍କ ନୂଆ ଯୋଜନା `ମୋ ଘର’, ହିତାଧିକାରୀଙ୍କୁ ମିଳିବ ୪ ପ୍ରକାରର ସୁବିଧା, ଜାଣନ୍ତୁ…