ଦୀପାବଳି ପାଳିଲେ ରାଜ୍ୟପାଳ, ପରିବାର ଲୋକଙ୍କ ସହ କଲେ ସେଲିବ୍ରେସନ୍
13/11/2023 at 11:17 AM

ରାଉରକେଲା ୧୩/୧୧: ଆଲୋକର ପର୍ବ ଦୀପାବଳି ପାଳିଲେ ଓଡ଼ିଶାର ମହାମହିମ୍ ରାଜ୍ୟପାଳ ରଘୁବର ଦାସ । ମହାମହିମ ରାଜ୍ୟପାଳ ତାଙ୍କ ନିଜ ବାସଭବନ ଝାଡଖଣ୍ଡ ଜାମଶେଦପୁରରେ ପରିବାର ସହ ପାଳିଛନ୍ତି ପର୍ବ ଦୀପାବଳି ।
ସୂଚନା ମୁତାବିକ, ରବିବାର ମହାମହିମ ରାଜ୍ୟପାଳ ଜାମଶେଦପୁର ସ୍ଥିତ ବାସଭବନରେ ପହଞ୍ଚି ଥିଲେ। ପ୍ରଥମେ ମା’ ଲକ୍ଷ୍ମୀ, ବିଗ୍ନ ବିନାଶକ ପ୍ରଭୁ ଗଣେଶ ଓ କୁବେରଙ୍କୁ ପୁଜାଚର୍ଚ୍ଚନା କରିବା ପରେ ପରିବାର ବଡ଼ ମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ । ପରେ ପରିବାର ବର୍ଗଙ୍କ ସହ ବାଣ ଫୁଟାଇ ଦୀପାବଳି ସେଲିବ୍ରେସନ୍ କରିଛନ୍ତି
Related Posts
ସିଲିଣ୍ଡର ବିସ୍ଫୋରଣରୁ ଲାଗିଲା ନିଆଁ, ଲିଭାଇବାକୁ ଯାଇ ୩ ଛାତ୍ରୀ ଗୁରୁତର
1 December 2023
ପୋଡାଅସ୍ତିଆରେ ଦନ୍ତା ଆତଙ୍କ, ମଞ୍ଚା ବନ୍ଧା ଜଙ୍ଗଲରେ ଛାଡିଲା ବନବିଭାଗ
1 December 2023