କଂଗ୍ରେସକୁ ଲାଗିପାରେ ଡବଲ୍ ଷ୍ଟ୍ରୋକ୍, ଦଳ ଛାଡିପାରନ୍ତି ଚିରଞ୍ଜୀବ-ରଞ୍ଜୀବ ବିଶ୍ୱାଳ
ଜଗତସିଂହପୁର ୨୮।୦୬ : ରାଜ୍ୟ କଂଗ୍ରେସକୁ ଲାଗିପାରେ ଡବଲ୍ ଝଟ୍କା । ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ତୁଙ୍ଗ ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଏହିକ୍ରମରେ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା । ଏହି ଦୁଇ ଭାଇ କଂଗ୍ରେସ ଛାଡିବେ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ … Continue reading କଂଗ୍ରେସକୁ ଲାଗିପାରେ ଡବଲ୍ ଷ୍ଟ୍ରୋକ୍, ଦଳ ଛାଡିପାରନ୍ତି ଚିରଞ୍ଜୀବ-ରଞ୍ଜୀବ ବିଶ୍ୱାଳ
Copy and paste this URL into your WordPress site to embed
Copy and paste this code into your site to embed