ବୁଥ୍ ସ୍ତରରୁ କଂଗ୍ରେସକୁ ମଜଭୁତ କରିବାକୁ ଅଣ୍ଟା ଭିଡିଲା ପିସିସି, ୧୦ ହଜାର କର୍ମୀ କଲେ ହେବ କଂଗ୍ରେସ ପ୍ରାର୍ଥୀ

Published By : Prameya-News7 Bureau | October 04, 2018 IST

ଭୁବନେଶ୍ୱର ୩/୧୦: ବୁଥ୍ ସ୍ତରରୁ କଂଗ୍ରେସକୁ ମଜଭୁତ କରିବାକୁ ଅଣ୍ଟା ଭିଡିଲା ପିସିସି । ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ବ ସହ ଛାମୁଆ ସଙ୍ଗଠନ ଦାୟିତ୍ବ ଦିଆଯାଇଛି । ଏହା ସହ କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ପ୍ରୋଯେକ୍ଟ ଶକ୍ତି ଜରିଆରେ ୧୦ ହଜାର ମେମ୍ବର୍ କରିବାକୁ ଟାର୍ଗେଟ ଦିଆଯାଇଛି । ନଚେତ ଟିକେଟ ଦିଆଯିବିନି ବୋଲି ଚେତାବନୀ ଦିଆଯାଇଛି । ଏହା ସହ ଆସନ୍ତାକାଲିଠାରୁ କଂଗ୍ରେସ୍ ଆରମ୍ଭ କରିବ ଜନସମ୍ପର୍କ ଯାତ୍ରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.