ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ
24/09/2018 at 10:29 AM

ଭୁବନେଶ୍ବର ୨୪|୯: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଦିନ ୧୧ଟା୪୫ ମିନିଟରେ ସଚିବାଳୟଠାରେ ଅନୁଷ୍ଠିତ ହେବ । କ୍ୟାବିନେଟରେ ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡିଛି । ଏହା ଛଡା କିଛି ଅତିରିକ୍ତ ପ୍ରସ୍ତାବ ମଧ୍ୟ ଆସିପାରେ । ପଞ୍ଚାୟତିରାଜ ବିଭାଗ ସମ୍ପର୍କିତ ଏକ ପ୍ରସ୍ତାବ ରହିଥିବା ଜଣାପଡିଛି ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023