ଆସନ୍ତା ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ୍ ପରୀକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି

Published By : Prameya-News7 Bureau | July 27, 2023 IST

କଟକ ୨୭।୭: ଆସନ୍ତା ମାଟ୍ରିକ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଆସନ୍ତା ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ଅକ୍ଟୋବର ମାସରେ ଫର୍ମ ଫିଲ୍‌ଅପ୍ ହେବ ।

wp:embed {"url":"https://www.prameyanews7.com/matri-exam-in-all-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/matri-exam-in-all-odisha/
/wp:embed

ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ମାଟ୍ରିକ୍ ପରୀକ୍ଷା ସହିତ ହେବ ମଧ୍ୟମା ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଷାଣ୍ମାସିକ ପରୀକ୍ଷା ପାଇଁ ସେପ୍ଟେମ୍ବର ୬ ସୁଦ୍ଧା ପ୍ରଶ୍ନପତ୍ର ପଠାଇବ ବୋର୍ଡ । ଚଳିତ ବର୍ଷ ଷାଣ୍ମାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ ।

{"id":822679,"sizeSlug":"large","linkDestination":"none"}

You Can Read :

wp:embed {"url":"https://www.prameyanews7.com/odisha-govt-have-been-declare-holiday-on-of-muharram/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-govt-have-been-declare-holiday-on-of-muharram/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.