ଓଡିଶା ଓ ବରୋଦା ମଧ୍ୟରେ କୁଚ ବିହାର ମ୍ୟାଚ ଆରମ୍ଭ

Published By : Prameya-News7 Bureau | November 29, 2019 IST

ବଲାଙ୍ଗୀର ୨୯।୧୧: ବଲାଙ୍ଗୀର ଗାନ୍ଧିଷ୍ଟାଡିୟମ ଠାରେ ଆଜିଠୁ ଆରମ୍ଭ ହୋଇଛି କୁଚ ବିହାର ଷ୍ଟେଟ ମ୍ୟାଚ୍‌। ଚାରି  ଦିନ ଧରି ଚାଲିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ  ଆଜି ପ୍ରଥମ ଦିନ ।

{"id":191554,"sizeSlug":"large"}

ସୂଚନାଯୋଗ୍ୟ ଯେ, ଓଡିଶା ଓ ବରୋଦା ମଧ୍ୟରେ ଆଜି ପ୍ରଥମ ମ୍ୟାଚ। ପ୍ରଥମେ ଓଡିଶା ଓ ବରୋଦା ମଧ୍ୟରେ ହୋଇଥିଲା ଟସ୍‌। ଓଡିଶା ଟସ୍‌ ଜିତିବା ପରେ ବ୍ୟାଟିଂ କରିବା ପାଇଁ ନିସ୍ପତ୍ତି ନେଇଛି। ଭଲ ପାଗ ସହ ଗାନ୍ଧି ଷ୍ଟାଡିୟମ ର ପିଚ୍‌ ଭଲ ଥିବା ବେଳେ ଭଲ ସ୍କୋର ହେବ ବୋଲି ଦଳ ଆଶା  ରଖିଛି ।  ବଲାଙ୍ଗୀର ଜିଲ୍ଲା ଏସପି ଏହାକୁ ଉଦଘାଟନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.