ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଓଡିଶା ଓ ବରୋଦା ମଧ୍ୟରେ କୁଚ ବିହାର ମ୍ୟାଚ ଆରମ୍ଭ

29/11/2019 at 2:47 PM

ବଲାଙ୍ଗୀର ୨୯।୧୧: ବଲାଙ୍ଗୀର ଗାନ୍ଧିଷ୍ଟାଡିୟମ ଠାରେ ଆଜିଠୁ ଆରମ୍ଭ ହୋଇଛି କୁଚ ବିହାର ଷ୍ଟେଟ ମ୍ୟାଚ୍‌। ଚାରି  ଦିନ ଧରି ଚାଲିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ  ଆଜି ପ୍ରଥମ ଦିନ ।

ସୂଚନାଯୋଗ୍ୟ ଯେ, ଓଡିଶା ଓ ବରୋଦା ମଧ୍ୟରେ ଆଜି ପ୍ରଥମ ମ୍ୟାଚ। ପ୍ରଥମେ ଓଡିଶା ଓ ବରୋଦା ମଧ୍ୟରେ ହୋଇଥିଲା ଟସ୍‌। ଓଡିଶା ଟସ୍‌ ଜିତିବା ପରେ ବ୍ୟାଟିଂ କରିବା ପାଇଁ ନିସ୍ପତ୍ତି ନେଇଛି। ଭଲ ପାଗ ସହ ଗାନ୍ଧି ଷ୍ଟାଡିୟମ ର ପିଚ୍‌ ଭଲ ଥିବା ବେଳେ ଭଲ ସ୍କୋର ହେବ ବୋଲି ଦଳ ଆଶା  ରଖିଛି ।  ବଲାଙ୍ଗୀର ଜିଲ୍ଲା ଏସପି ଏହାକୁ ଉଦଘାଟନ କରିଛନ୍ତି ।

   Related Posts