ବିଧାନସଭାର ମୌସୁମୀ ଅଧିବେଶନ ଶେଷ, ଦିନକ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ
3/10/2023 at 7:09 PM

ଭୁବନେଶ୍ବର ୩।୧୦: ସରିଲା ମୌସୁମୀ ଅଧିବେଶନ । ଦିନକ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା ।
ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି । ୭ଟି କାର୍ଯ୍ୟଦିବସ ଏ ଅଧିବେଶନରେ ବସିଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି ।
You Can Read :
Related Posts
ଦଳିଦେଲା ଦନ୍ତାହାତୀ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ
4 December 2023
ପୋଲିସକୁ ସଫଳତା: ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ, ୨ ଗିରଫ
4 December 2023