ବିଧାନସଭାର ଶୀତ ଅଧିବେଶନ ଶେଷ, ନିର୍ଦ୍ଧାରିତ କାର୍ଯ୍ୟ ଦିବସର ୧୭ ଦିନ ପୂର୍ବରୁ ସରିଲା ଅଧିବେଶନ

Published By : Prameya-News7 Bureau | November 28, 2019 IST

ଭୁବନେଶ୍ୱର ୨୮।୧୧ :  ରାଜ୍ୟ ବିଧାନ ସଭାର ଶୀତ କାଳୀନ ଅଧିବେଶନ ଗୁରୁବାର ଶେଷ ହୋଇଛି। ଗୃହରେ ସରକାରୀ କାର୍ଯ୍ୟ ନଥିବାରୁ ବାଚସ୍ପତି ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.