ଓଡିଶା ବିଧାନସଭା ନିର୍ବାଚନ ୨୦୨୪ : ଜାଣନ୍ତୁ କେଉଁ ଦଳ ହାତେଇଛି କେତେ ସିଟ୍ ?

Published By : Prameya-News7 Bureau | June 05, 2024 IST

ଭୁବନେଶ୍ୱର ୦୫।୦୬ :  ବିଧାନସଭା ନିର୍ବାଚନ ୨୦୨୪ । ସରିଛି ଭୋଟ ଗଣତି । ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ଆଉ ରାଜ୍ୟରେ ଏକାକୀ ସରକାର ଗଢିବାକୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ପ୍ରଥମ ଥର ପାଇଁ ଓଡିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ତେବେ ଆସନ୍ତୁ ଜାଣିବା କେଉଁ ଆସନରୁ କିଏ ଜିତିଛି ? ଆଉ କେଉଁ ଦଳ କେତେ ସିଟ୍‌ ହାତେଇଛି ?

ବିଧାନସଭା ନିର୍ବାଚନ ୨୦୨୪ ରେଜଲ୍ଟ

ବିଜେପି- ୭୮ ଆସନରେ ବିଜୟୀ

ବିଜେଡି- ୫୧ ଆସନରେ ବିଜୟୀ

କଂଗ୍ରେସ- ୧୪ ଆସନରେ ବିଜୟୀ

ସିପିଆ(ଏମ୍‌)- ୧

ସ୍ୱାଧୀନ- ୩ ଜଣ   

ସେହିପରି ଆସନ୍ତୁ ଜାଣିବା କେଉଁ ଆସନରୁ ଜିତିଛି କିଏ ?

ବିଜେପୁର- ସନତ ଗର୍ତିଆ

ବରଗଡ଼- ଅଶ୍ୱିନୀ କୁମାର ଷଡଙ୍ଗୀ

ଅତାବିରା- ନିହାର ରଞ୍ଜନ ମହାନନ୍ଦ

ଭଟ୍‌ଲୀ- ଇରାସିସ୍‌ ଆଚାର୍ଯ୍ୟ

ବ୍ରଜରାଜନଗର- ସୁରେଶ ପୂଜାରୀ

ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ

ତଳସରା- ଭବାନୀ ଶଙ୍କର ଭୋଇ

ରଘୁନାଥପଲ୍ଲୀ- ଦୁର୍ଗାଚରଣ ତନ୍ତି

କୁଚିଣ୍ଡା- ରବିନାରାୟଣ ନାଏକ

ସମ୍ବଲପୁର- ଜୟନାରାୟଣ ମିଶ୍ର

ତେଲକୋଇ- ଫକୀରମୋହନ ନାଏକ

ପାଟଣା- ଅଖିଳଚନ୍ଦ୍ର ନାଏକ 

କେନ୍ଦୁଝର- ମୋହନ ଚରଣ ମାଝୀ

ଜଶୀପୁର -ଗଣେଶ ରାମ୍‌ ସିଙ୍ଗଖୁଣ୍ଟିଆ

ସାରସକଣା- ଭଦାଭ ହାଂସଦା

ରାଇରଙ୍ଗପୁର- ଜଲେନ୍‌ ନାଏକ 

ବାଙ୍ଗିରିପୋଷୀ- ସଞ୍ଜାଳି ମୁର୍ମୁ

କରଞ୍ଜିଆ- ପଦ୍ମଚରଣ ହାଇବୁରୁ

ଉଦଳା- ଭାସ୍କର ମଢେଇ

ବଡ଼ସାହି- ସନାତନ ବିଜୁଳି

ବାରିପଦା- ପ୍ରକାଶ ସୋରେନ୍‌

ମୋରଡ଼ା - କୃଷ୍ଣଚନ୍ଦ୍ର ମହାପାତ୍ର

ବାଲେଶ୍ୱର- ମାନସ କୁମାର ଦତ୍ତ

ରେମୁଣା-  ଗୋବିନ୍ଦଚନ୍ଦ୍ର ଦାଶ

ନୀଳଗିରି- ସନ୍ତୋଷ ଖଟୁଆ

ସିମୁଳିଆ- ପଦ୍ମଲୋଚନ ପଣ୍ଡା

ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର

ଧାମନଗର- ସୁରଜ ସୂର୍ଯ୍ୟବଂଶୀ

ବଡ଼ଚଣା- ଅମର କୁମାର ନାୟକ

କୋରେଇ- ଆକାଶ ଦାସ ନାୟକ

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର

ହିନ୍ଦୋଳ- ସୀମାରାଣୀ ନାୟକ

କାମାକ୍ଷାନଗର-  ଶତୃଘନ ଜେନା

ପରଜଙ୍ଗ- ବିଭୂତି ଚନ୍ଦ୍ର ପ୍ରଧାନ

ପାଳଲହଡା- ଅଶୋକ ମହାନ୍ତି

ଅନୁଗୁଳ-  ପ୍ରତାପ ଚନ୍ଦ୍ର ପ୍ରଧାନ

ଛେଣ୍ଡିପଦା- ଅଗସ୍ତି ବେହେରା

ବିରମହାରାଜପୁର- ରଘୁନାଥ ଜଗ୍‌ଦଲା

ଲୋଇସିଂହା- ମୁକେଶ ମହାଲିଙ୍ଗ

ପାଟଣାଗଡ଼- କନକବର୍ଦ୍ଧନ ସିଂହ ଦେଓ

ଟିଟିଲାଗଡ଼- ନବୀନ କୁମାର ଜୈନ

କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ୍‌

ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ଝରିଗାଁ- ନରସିଂହ ଭର୍ତ୍ତା

ନବରଙ୍ଗପୁର- ଗୌରିଶଙ୍କର ମାଝୀ

ଧର୍ମଗଡ଼- ସୁଧୀର ରଞ୍ଜନ ପାଟଯୋଶୀ

ଫୁଲବାଣୀ- ଉମାଚରଣ ମଲ୍ଲିକ

କଣ୍ଟାମାଳ- କହ୍ନାଇ ଚରଣ ଡଙ୍ଗ

ବୌଦ୍ଧ- ସରୋଜ କୁମାର ପ୍ରଧାନ

ନିଆଳି- ଛବି ମଲ୍ଲିକ

କଟକ ସଦର- ପ୍ରକାଶ ଚନ୍ଦ୍ର ସେଠୀ

ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ

ପାରାଦୀପ- ସମ୍ପଦ ଚନ୍ଦ୍ର ସ୍ୱାଇଁ

ଜଗତସିଂହପୁର- ଅମରେନ୍ଦ୍ର ଦାଶ

ନିମାପଡ଼ା- ପ୍ରଭାତୀ ପରିଡ଼ା

ବ୍ରହ୍ମଗିରି- ଉପାସନା ମହାପାତ୍ର

ସତ୍ୟବାଦୀ- ଓମପ୍ରକାଶ ମିଶ୍ର

ପିପିଲି- ଆଶ୍ରିତ ପଟ୍ଟନାୟକ

ଏକାମ୍ର-ଭୁବନେଶ୍ୱର- ବାବୁ ସିଂହ

ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ

ଚିଲିକା- ପୃଥୀରାଜ ହରିଚନ୍ଦନ

ରଣପୁର- ସୁରମା ପାଢୀ

ଖଣ୍ଡାପଡ଼ା- ଦୁଷ୍ମନ୍ତ କୁମାର ସ୍ୱାଇଁ

ଭଞ୍ଜନଗର- ପଦ୍ୟୁମ୍ନ କୁମାର ନାୟକ

ପୋଲସରା- ଗୋକୁଳାନନ୍ଦ ମଲ୍ଲିକ

କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ

ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ

ଛତ୍ରପୁର- କୂଷ୍ଣଚନ୍ଦ୍ର ନାୟକ

ଆସ୍କା- ସରୋଜ କୁମାର ପାଢୀ

ସୋରଡ଼ା- ନୀଳମଣୀ ବିଷୋଇ

ଗୋପାଳପୁର- ବିଭୂତି ଭୂଷଣ ଜେନା

ବ୍ରହ୍ମପୁର- କେ. ଅନୀଲ କୁମାର

ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର

ଚିକିଟି- ମନୋରଞ୍ଜନ ଦ୍ୟାନ୍‌ ସାମନ୍ତରାୟ

କୋଟପାଡ଼- ରୁପୁ ଭର୍ତ୍ତା

କୋରାପୁଟ- ରଘୁରାମ ମାଚ୍ଛ

ମାଲକାନଗିରି- ନରସିଂହ ମାଡକାମୀ

 

 ବିଜେଡି-

ହିଞ୍ଜିଳି- ନବୀନ ପଟ୍ଟନାୟକ

ପଦ୍ମପୁର- ବର୍ଷା ସିଂହ ବରିହା

ସୁନ୍ଦରଗଡ଼- ଯୋଗେଶ୍‌ କୁମାର ସିଂହ

ବୀରମିତ୍ରପୁର- ରୋହିତ ଯୋଶେଫ୍‌ ତିର୍କୀ

ରାଉରକେଲା- ସାରଦାପ୍ରସାଦ ନାୟକ

ରେଙ୍ଗାଳି- ସୁଦର୍ଶନ ହରିପାଲ

ରେଢଖୋଲ- ପ୍ରସନ୍ନ ଆଚାର୍ଯ୍ୟ

ଦେଓଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ୱାଳ

ଘଷିପୁରା- ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର- ଅଭିମନ୍ୟୁ ସେଠୀ

ଚମ୍ପୁଆ- ସନାତନ ମହାକୁଡ଼

ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର

ଭୋଗରାଇ- ଗୌତମ ବୁଦ୍ଧ ଦାଶ

ବସ୍ତା- ସୁବାସିନୀ ଜେନା

ସୋର- ମାଧବ ଧଡ଼ା

ଭଣ୍ଡାରିପୋଖରୀ- ସଞ୍ଜିବ କୁମାର ମଲ୍ଲିକ

ଚାନ୍ଦବାଲି- ବ୍ୟୋମକେଶ ରାୟ

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ବରୀ- ବିଶ୍ୱରଞ୍ଜନ ମଲ୍ଲିକ

ଯାଜପୁର- ସୁଜାତା ସାହୁ

ତାଳଚେର- ବ୍ରଜକିଶୋର ପ୍ରଧାନ

ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ

ସୋନପୁର- ନିରଞ୍ଜନ ପୂଜାରୀ

ବଲାଙ୍ଗୀର- କଳିକେଶ ନାରାୟଣ ସିଂହ ଦେଓ

ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ

ଖରିଆର- ଅଧିରମୋହନ ପାଣିଗ୍ରାହୀ

ଡାବୁଗାଁ- ମନୋହର ରାନ୍ଧାରୀ

ଲାଞ୍ଜିଗଡ଼-  ପ୍ରଦୀପ କୁମାର ଦିସାରୀ

ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର

ବାଲିଗୁଡ଼ା- ଚକ୍ରମଣି କଅଁର

ବାଙ୍କୀ- ଦେବୀରଞ୍ଜନ ତ୍ରିପାଠୀ

ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଚୌଦ୍ୱାର –କଟକ- ସୌଭିକ ବିଶ୍ୱାଳ

ସାଲେପୁର- ପ୍ରଶାନ୍ତ ବେହେରା

ପାଟକୁରା- ଅରବିନ୍ଦ ମହାପାତ୍ର

ଆଳି- ପ୍ରତାପ କେଶରୀ ଦେବ

ରାଜନଗର- ଧୃବଚରଣ ସାହୁ

ତିର୍ତ୍ତୋଲ- ରମାକାନ୍ତ ଭୋଇ

ବାଲିକୁଦା-ଏରସମା- ସାରଦାପ୍ରସନ୍ନ ଜେନା

କାକଟପୁର- ତୁଷାରକାନ୍ତି ବେହେରା

ପୁରୀ- ସୁନୀଲ କୁମାର ମହାନ୍ତି

ଜୟଦେବ- ନବ କିଶୋର ମଲ୍ଲିକ

ଭୁବନେଶ୍ୱର-ମଧ୍ୟ- ଅନନ୍ତନାରାୟଣ ଜେନା

ଭୁବନେଶ୍ୱର-ଉତ୍ତର- ସୁଶାନ୍ତ କୁମାର ରାଉତ

ଜଟଣୀ- ବିଭୂତିଭୂଷଣ ବଳବନ୍ତରାୟ

ବେଗୁନିଆ- ପ୍ରଦୀପ କୁମାର ସାହୁ

ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା

ନୟାଗଡ଼- ଅରୁଣ କୁମାର ସାହୁ

ପାରଳାଖେମୁଣ୍ଡି- ରୁପେଶ କୁମାର ପାଣିଗ୍ରାହୀ


କଂଗ୍ରେସ-

ରାଜଗାଙ୍ଗପୁର- ସି.ଏସ୍‌ ରାଜେନ୍‌ ଏକ୍କା

ବାସୁଦେବପୁର- ଅଶୋକ କୁମାର ଦାଶ

ଭବାନୀପାଟଣା- ସାଗର ଚରଣ ଦାଶ

ଜି. ଉଦୟଗିରି – ପ୍ରଫୁଲ ଚନ୍ଦ୍ର ପ୍ରଧାନ

ବାରବାଟୀ-କଟକ ସୋଫିଆ ଫିର୍ଦ୍ଦୋଶ

ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା

ମୋହନା- ଦାଶରଥୀ ଗମାଙ୍ଗୋ

ଗୁଣୁପୁର- ସତ୍ୟଜିତ ଗମାଙ୍ଗୋ

ବିଷମକଟକ- ନୀଳମାଧବ ହିକ୍କା

ରାୟଗଡ଼ା- କାର୍ଦକା ଅପଲ୍ଲା ସ୍ୱାମୀ

ଲକ୍ଷ୍ମୀପୁର- ପବିତ୍ର ସାଉଁଣ୍ଟା

ଜୟପୁର- ତାରାପ୍ରସାଦ ବାହିନୀପତି

ପଟାଙ୍ଗୀ- ରାମଚନ୍ଦ୍ର କଦମ

ଚିତ୍ରକୋଣ୍ଡା- ମଙ୍ଗୁ ଖିଲା

ସ୍ୱାଧୀନ-

ଧର୍ମଶାଳା- ହିଂମାଶୁ ଶେଖର ସାହୁ

ବଡମ୍ବା- ବିଜୟକୁମାର ଦଳବେହେରା

ମାହାଙ୍ଗା- ସାରଦା ପ୍ରସାଦ ପ୍ରଧାନ

ସିପିଆଏ (ଏମ୍‌)-

ବଣାଇ- ଲକ୍ଷ୍ମଣ ମୁଣ୍ଡା

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.